ଦେଶ- ବିଦେଶ

ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି। ଫଳରେ ଏବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ହୋଇଛି। ତେବେ ଏବେ...

ଆଜି ନାଗରିକତା ଆଇନ ବିପକ୍ଷରେ ୫୯ଟି ପିଟିସନ୍‌ର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନାଗରିକତା ଆଇନକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା ପ୍ରାୟ ୫୯ଟି ପିଟିସନ୍‌ର ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ଏହି ପିଟିସନ୍‌ ଦାଏରକାରୀଙ୍କ ମଧ୍ୟରୁ କେତେକ ହେଉଛନ୍ତି-  କଂଗ୍ରେସ ନେତା ଜୟରାମ...

ନିର୍ଭୟା ମାମଲା : ଆଜି ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନର ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ବୁଧବାରଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଶୁଣାଣି ବୁଧବାର ପୂର୍ବାହ୍ଣ ସାଢେ...

ବିଜେଡି ଓ ଏନସିପିଠାରୁ ଅନ୍ୟ ଦଳ ଶିଖିବା ଉଚିତ୍ :

ଭୁବନେଶ୍ବର: ଆଜି ରାଜ୍ୟସଭାର ୨୫୦ତମ ଅଧିବେଶନରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସଂଘୀୟ ଢ଼ାଞ୍ଚାର ଆତ୍ମା ଅଭିହିତ କରିବା ସହ ବିଜୁ ଜନତା ଦଳକୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାରେ ବିଜେଡି...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ବିଦେଶ ଯିବାକୁ ଅନୁମତି ପ୍ରଦାନ...

ବିଦ୍ୟୁତ ଚାଳିତ ଗାଡ଼ି ଧରି ସଂସଦ ଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: ଦିଲ୍ଲୀରେ ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ କମ କରିବା ପାଇଁ ଆଜି ସେ ସଂସଦକୁ...

ଅପରାଧ

ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ପ୍ରେମିକା ରେଶମ୍ ଗିରଫ

କଟକ: ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ପ୍ରେମିକା ରେଶମ୍ ଓରଫ ନସିମ୍ ଓରଫ ନିଖତ ନସିମ୍ (୨୫)ଙ୍କୁ ଗିରଫ କରିଛି ପୁଲିସ। ରେଶମ ଗିରଫ ହେବା ଘଟଣା କେବଳ...

ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ

ଭୁବନେଶ୍ୱର : ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ...

ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ

miscreants-shot-at-kalyan-mandap-security-guard
ଭୁବନେଶ୍ୱର : ଆଜି ସକାଳୁ ରାଜଧାନୀରେ ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ । ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିସିôତ ହେଉଛନ୍ତି । ଆହତ ସିକ୍ୟୁରିଟି...

ରେଳ ଲାଇନ କଡରୁ ଶିଶୁର ମୃତ ଦେହ ଜବତ : ବଳି ସନ୍ଦେହ

dead-body-of-a-newly-born-baby-found-in-titilagarh
ଭୁବନେଶ୍ୱର : ଟିଟିଲାଗଡ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଏକ ଶିଶୁର ମୃତ ଦେହଠାବ ହୋଇଛି । ଶିଶୁଟିର ମୃତ ଦେହ ପ୍ରାୟ ୪ରୁ ପାଂଚ ଦିନ ତଳର ବୋଲି ଜଣା ପଡିଛି...

ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିମାଡ : ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମର ଖେଳାଳୀ 

many-dead-in-two-mosque-shooting-in-newzland
ନ୍ୟୁଜିଲାଣ୍ଡ : କ୍ରାଏଷ୍ଟଚର୍ଚ୍ଚ ସହରରେ ଏକାବେଳେ ଦୁଇଟି ମସଜିଦରେ ଆଜି ଆଖିବୁଜା ଗୁଳିମାଡ । ଏହି ଘଟଣାରେ କେତେ ଲୋକ ମତାହତ ହୋଇଛନ୍ତି ତାହାର କୌଣସି ସଠିକ୍ ତଥ୍ୟ ମିଳି ନାହିଁ ।...

ଡ୍ରଗ୍ସ ସହିତ ଧରା ପଡିଲା ବିଜେପି ସାଂସଦଙ୍କ ପୁଅ

son-of-bjp-mp-arrested
ଭୋପାଳ : ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦଙ୍କ ପୁଅ ସ୍ମାକ-ଡ୍ରଗ୍ସ ସହିତ ଗିରଫ ହୋଇଛି । ପ୍ରକାଶ ଯେ, ସାଂସଦଙ୍କ ପୁଅ ନିଜର ଦୁଇ ସାଙ୍ଗ ସହିତ କାର୍ରେ ଯାଉଥିଲେ । ସେହି ସମୟରେ...