Home Uncategorized ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ!

ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ!

0
ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ବିମଲବେଡା ନିକଟରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୁଚନା ଅନୁଯାୟୀ ବୃଦ୍ଧା ଜଣଙ୍କ ରାସ୍ତରେ ଚାଲି ଚାଲି ଯାଉଥିବା ବେଳେ କୈାଣସି ଏକ ଗାଡି ପିଟି ଚାଲି ଯାଇଥବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ସ୍ତାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସ ୁଝା କରି ଘଟଣାର ତଦନ୍ତ ଚଳାଇଛି ।