Home Uncategorized ଅନୁଗୋଳରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଅନୁଗୋଳରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

0

ଅନୁଗୋଳ : ଅନୁଗୋଳ  ଜରାସିଂହା ଗ୍ରାମ ଠାରେ ଶନିବାର ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରେନର ୧୦-୧୧ଟି ବଗି ଲାଇନଚ୍ୟୁତ୍ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଜଣେ ପଏଣ୍ଟସ୍ ମ୍ୟାନଙ୍କ ମୃତ୍ୟୁ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ ରୁ ୧୧ଟା ମଧ୍ୟରେ ଟ୍ରେନଟି କୌଣସି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଟ୍ରାକର ସେପାଖକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରେନର ପାଖାପାଖି ୧୦ରୁ ୧୧ଟି ବଗି ଲାଇନଚ୍ୟୁତ୍ ହୋଇଛି। ଯାହା ଜଣାପଡିଛି ଏହି ଲାଇନଚ୍ୟୁତ୍ ଫଳରେ ପଏଣ୍ଟସ୍ ମ୍ୟାନ ବିନୟ ସାହୁ ଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here