Home Uncategorized ଅନୁଗୋଳ: ୨ ମାଓବାଦୀଙ୍କ ଆତ୍ମସମର୍ପଣ

ଅନୁଗୋଳ: ୨ ମାଓବାଦୀଙ୍କ ଆତ୍ମସମର୍ପଣ

0

ଅନୁଗୋଳ: ୭ଟି କେସରେ ସମ୍ପୃକ୍ତ ଥିବା ୨ (ସିପିଆଇ)ମାଓବାଦୀ ରବିବାର ଅନୁଗୋଳ ଏସ୍‌ପି ବ୍ରିଜେସ ରାୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଗୁଲସନ(୧୮), ସୁରଜମୁନି(୧୮) ।  ସେମାନେ ସମ୍ବଲପୁର,ରାଉଲକେଲା, ଦେବଗଡ଼, ଅଞ୍ଚଳରେ ସକ୍ରିୟ ଥିଲେ । ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମାମଲା ରୁଜୁ ହୋଇଥିବା ଏସ୍‌ପି କହିଛନ୍ତି   ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here