Home Uncategorized ଅମର ଶତପଥୀ ଶାସକ ଦଳର ମୁଖ୍ୟ ସଚେତକ

ଅମର ଶତପଥୀ ଶାସକ ଦଳର ମୁଖ୍ୟ ସଚେତକ

0
ଭୁବନେଶ୍ୱର- ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଅମରଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ନବୀନ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ମୁଖ୍ୟ ସଚେତକ ଥିବା ଅନନ୍ତ ଦାସ ନବଗଠିତ ମନ୍ତୀମଣ୍ଡଳରେ ସ୍ଥାନ ପାଇଥିବାରୁ ଏହି ପଦବୀ ଖାଲି ପଡିଥିଲା ।