Home Uncategorized ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ,ବ୍ଲାଷ୍ଟ ଫନେସର୍ ଉଦ୍‌ଘାଟନ କରିବେ

ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ,ବ୍ଲାଷ୍ଟ ଫନେସର୍ ଉଦ୍‌ଘାଟନ କରିବେ

0
ଅନୁଗୁଳ- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଥିବା ବ୍ଲାଷ୍ଟ ଫନେସର୍ ଉଦ୍‌ଘାଟନ କରିବେ। ଏଥିରେ ନବୀନଙ୍କ ସହ ଜିନ୍ଦଲ ଗ୍ରୁପ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଯୋଗଦେବେ। ନବୀନ ଜିନ୍ଦଲ ଆସୁଥିବାରୁ ବିଜେପିର ରୁଦ୍ରନାରାୟଣ ପାଣି ଏହାକୁ ବିରୋଧ କରୁଛନ୍ତି।  ବିଜେପି କର୍ମୀମାନେ ବିରୋଧ କରିବେ ବୋଲି ଚର୍ଚ୍ଚା ହେଉଥିବାରୁ ପ୍ଲାଣ୍ଟ ପରିସରରେ ପୋଲିସ୍ ଛାଉଣି ହୋଇଛି।