Home ଦେଶ ବିଦେଶ ଆଶା କର୍ମୀଙ୍କ ଦରମା ବୃଦ୍ଧି ।

ଆଶା କର୍ମୀଙ୍କ ଦରମା ବୃଦ୍ଧି ।

0
ଭୁବନେଶ୍ୱର: ଆଶା କର୍ମୀଙ୍କ ଦରମା ବଢାଇଲେ କେନ୍ଦ୍ର ସରକାର । ଆଗରୁ ଯେତେବେଳେ ଗସ୍ତ ପିଛା ୨୫୦ ଟଙ୍କା ପାଉଥିଲେ, ବର୍ତମାନ କେନ୍ଦ୍ର ସରକାର ୫୦ ଟଙ୍କା ବଢାଇ ୩୦୦ ଟଙ୍କା କରିଛନ୍ତି । ପୂର୍ବରୁ ୨୦ଟି ଗସ୍ତ କରି ମାସିକ ୫ ହଜାର ଟଙ୍କା ପାଉଥିଲେ । କିନ୍ତୁ ଏବେ ଠାରୁ ମାସିକ ୨୦ ଟି ଗସ୍ତ କରି ୬ ହଜାର ଟଙ୍କା ପାଇବେ । ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରଶାଦ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗର୍ଭବତୀ ମହିଳା ଗାଁ ଗାଁ ବୁଲି ମହିଳାଙ୍କୁ ସଚେତନା କରାଇବା, ହସ୍ପିଟାଲରେ ସହାୟକ ହୋଇଥାନ୍ତି । ଆଶା କର୍ମିଙ୍କ ଏଭଳି ତତ୍ପରତା ଦେଖି କେନ୍ଦ୍ର ସରକାର ଏଭଳି ନିସ୍ପତି ନେଇଛନ୍ତି ।