Home Uncategorized ଆସନ୍ତାକାଲି କୃଷି କ୍ୟାବିନେଟ ବୈଠକ

ଆସନ୍ତାକାଲି କୃଷି କ୍ୟାବିନେଟ ବୈଠକ

0

ଭୁବନେଶ୍ୱର: ଆସନ୍ତାକାଲି କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ  ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟା ୩୦ରେ ଏହି ବୈଠକ ବସିବ । ଏବେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଛନ୍ତି । ଏହି ସମୟରେ କୃଷି କ୍ୟାବିନେଟ ବସୁଥିବାରୁ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here