Home ମନୋରଞ୍ଜନ ଇରଫାନ ଖାନ ଫେରିବେ ଭାରତ!

ଇରଫାନ ଖାନ ଫେରିବେ ଭାରତ!

0
ଭୁବନେଶ୍ୱର: ଦିର୍ଘ ଦନ ଧରି କ୍ୟାନସରେ ପିଡ଼ିତ ଥିବା ବଲିବୁଡ଼ ଆକଟର ଇରଫାନ ଖାନ ଫେରୁଛନ୍ତି ଭାରତ । ସେ ନ୍ୟୁରୋଏଣ୍ଡୋକ୍ରାଇନ୍ କ୍ୟାନସରେ ପିଡିତ । ବର୍ତମାନ ସେ ଲଣ୍ଡରେ ଚିକିତ୍ସିତ ହେଉଛନ୍ତି । ଇର୍ଫାନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୋଶିଆଲ ମିଡିଆରେ ସୂଚନା ଦେଉଥିଲେ । ଇରଫାନଙ୍କ କହିବା ଅନୁଯାଇ ତାଙ୍କର କେମୋଥେରାପି ସେଶନ ଚାଲୁଛି, ଯାହାର ପରିମାଣ ସକାରାତ୍ମକ ଆସୁଛି । ଲାଗୁଛି ସେ ଦିପାବଳି ଭାରତରେ ହିଁ ପାଳିବେ । ସୂଚନା ମୁତାବକ ଇରଫାନଙ୍କ ହୀନ୍ଦୀ ମିଡିୟମ-୨ର ଶୁଟିଙ୍ଗ ଡିସେମ୍ବରେ ଆରମ୍ଭ ହେବ ।