Home Uncategorized ଉଲିବୁରୁ ଖଣି ଦୁର୍ନୀତି ମାମଲା: ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

0

କଟକ: କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ  ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି ଆଜି ହାଇକୋର୍ଟରେ  ହୋଇଛି । ଜଷ୍ଟିସ ଏସ୍‌କେ ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ହାଇକୋର୍ଟରେ ଶୁଣାଣି ଶେଷ କରିଥିବା ବେଳେ ରାୟ ସଂରକ୍ଷିତ ଥିବା ଜଣାପଡ଼ିଛି । ଦୀପକ ଗୁପ୍ତାଙ୍କ ଜାମିନକୁ ପୂର୍ବରୁ ହାଇକୋର୍ଟ  ୩ଥର ଖାରଜ କରିଦେଇଥିଲେ । ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ମଧ୍ୟ ବିଫଳ ହେବା ପରେ  ୪ର୍ଥ ଥର ପାଇଁ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here