Home ଖେଳ ଋଷଭ ପନ୍ତ ଟି-୨୦ ଇତିହାସରେ ଲଗାଇଲେ ଦ୍ଵିତୀୟ ଦ୍ରୁତ ତମ ଶତକ

ଋଷଭ ପନ୍ତ ଟି-୨୦ ଇତିହାସରେ ଲଗାଇଲେ ଦ୍ଵିତୀୟ ଦ୍ରୁତ ତମ ଶତକ

0

ନୂଆଦିଲ୍ଲୀ : ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ  ଟି-୨୦ରେ ଦ୍ଵିତୀୟ ଦ୍ରୁତ ତମ ଶତକ ଲଗାଇଛନ୍ତି।  ପନ୍ତ ନର୍ଥ ଜୋନ ଟି-୨୦ ଲିଗର ଏହି ମୁକାବିଲାରେ ୩୮ଟି ବଲରୁ ୧୧୬ ରନର ଧୂଆଁଧାର ପାଳି ଖେଳିଛନ୍ତି। ଏହି ପାଳି ବଳରେ ସେ ଦଳକୁ  ୧୦ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ପନ୍ତଙ୍କ ଅଧିନାୟକତ୍ଵରେ ଦିଲ୍ଲୀ ରଣଜୀ ଟ୍ରଫିରେ ଫାଇନାଲ ପର୍ୟ୍ୟନ୍ତ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here