Home ମନୋରଞ୍ଜନ ଏକାଠିି ନଜର ଆସିପାରନ୍ତି ସଲମାନ, ଶାହାରୁଖ

ଏକାଠିି ନଜର ଆସିପାରନ୍ତି ସଲମାନ, ଶାହାରୁଖ

ମୁମ୍ବଇ : ବେଶ କିଛିଦିନ ହେବ ବଲିଉଡର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ରହିଛି ଦୂରତା । ହେଲେ ଏହା ଧିରେ ଧିରେ କମ୍ ହେବା ଲକ୍ଷ୍ୟ କରାଯାଉଛି । ଗତବର୍ଷ ବିଗବସ୍ରେ ଶାହାରୁଖ ଅତିଥି ହୋଇ ଆସିଥିବାରୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ସଲମାନଙ୍କ ଶୋ’ ’୧୦ କା ଦମ୍’ରେ ପୁଣିଥରେ ଏମାନେ ଏକାଠି ହେବ ବୋଲି ଶୁଣିବାକୁ ମିଳୁଛି । ଏଥିରେ ବଲିଉଡର କିଛି ନାମୀ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଶାହାରୁଖ ଫିନାଲେରେ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।