Home Uncategorized ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ନିରାଶ କଲେ ଦୂତି, ଶ୍ରାବଣୀ ଓ ଅମିୟ

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ନିରାଶ କଲେ ଦୂତି, ଶ୍ରାବଣୀ ଓ ଅମିୟ

0

ଭୁବନେଶ୍ୱର଼: ଆଜି ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଦର୍ଶକଙ୍କୁ ନିରାଶ କଲେ ଓଡିଆ ଖେଳାଳି । ଓଡିଆ ଧାବିକା ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ମହିଳା ୨୦୦ ମିଟର ଦୌଡ଼ରେ କୌଣସି ପଦକ ଜିତି ପାରନାହାନ୍ତି । ଦୌଡ଼ରେ ୪ର୍ଥ ସ୍ଥାନରେ ଦୂତୀ ଓ ପଞ୍ଚମ ସ୍ଥାନରେ ଶ୍ରାବଣୀ ରହିଥିଲେ ।   ସେହିଭଳି ପୁରୁଷ ୨୦୦ ମିଟର  ଦୌଡ଼ ଫାଇନାଲରେ ଅମିୟ ମଲ୍ଲିକ୍‌ ବି ବିଫଳ ହୋଇଛନ୍ତି । ୨୧.୦୩ ସେକେଣ୍ଡରେ ଦୌଡ଼ି ୭ମ ସ୍ଥାନରେ ରହିଲେ ଅମିୟ ।

LEAVE A REPLY

Please enter your comment!
Please enter your name here