Home Uncategorized କଟକ ପରେ ବ୍ରହ୍ମପୁର ଓଡିଶା ଶାଢି ସୋ’ରୁମରେ ଅଗ୍ନିକାଣ୍ଡ

କଟକ ପରେ ବ୍ରହ୍ମପୁର ଓଡିଶା ଶାଢି ସୋ’ରୁମରେ ଅଗ୍ନିକାଣ୍ଡ

0

ବ୍ରହ୍ମପୁର : ବ୍ରହ୍ମପୁର ହନୁମାନ ବଜାରରେ ଥିବା ଓଡ଼ିଶା ଶାଢି ସୋ’ ରୁମରେ ମଙ୍ଗଳବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଶତାଧିକରୁ ଅଧିକ କପଡ଼ା ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ସୁଦ୍ଧା ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here