Home Uncategorized କଟକ ବଙ୍ଗାଳି ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୫ ବଖରା ଘର

କଟକ ବଙ୍ଗାଳି ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୫ ବଖରା ଘର

0

କଟକ- କଟକ ଜିଲ୍ଲା ମଙ୍ଗୁଳି ନିକଟରେ ଥିବା ବଙ୍ଗାଳି ସାହିରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୫ ବଖରା ଘର ଜଳିଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧ୍ୱଂସ ହୋଇଛି । ଜଣକ ଘରୁ ଡିବିରି ଫାଟି ନିଆଁ ଲାଗଯିବା ପରେ ଏହା ସାରା ସାହିକୁ ବ୍ୟାପି ଯାଇଥିଲା। ଦେଖୁଦେଖୁ ୩୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଥିଲା।  କଟକ ଓ ଚୌଦାରର ୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

LEAVE A REPLY

Please enter your comment!
Please enter your name here