Home ଅପରାଧ କଟକ ବାଦାମବାଡି ନିକଟ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

କଟକ ବାଦାମବାଡି ନିକଟ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

0

କଟକ: ମନ୍ଦିରରୁ ଲୁଟ୍ । ଶିବ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । କଟକରେ ଠାକୁରଙ୍କ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା ।  ବାଦାମବାଡି ନିୟୁ କଲୋନୀରେ ଥିବା ଆଖଣ୍ଡଳମଣି ଶିବ ମନ୍ଦିରରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭଣ୍ଡାର ଘରେ ଥିବା ଠାକୁରଙ୍କ ଦୁଇଟି ସୁନା ମୁକୁଟ ଓ ଚେନ୍ ଚୋରି ହୋଇଛି । ଏହା ସହ ଦୁର୍ବୃତ୍ତମାନେ ଭଣ୍ଡାର ଘରୁ ମନ୍ଦିରରର ନକଲି ଚାବି ନେଇ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ମନ୍ଦିର ପୂଜାରି ବାଦାମବାଡି ଥାନାରେ ଏତଲା ଦେଲା ପରେ ଘଟରାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here