Home ଅପରାଧ କଟକ: ବାଦାମବାଡ଼ିରେ ପୁଣି ବୋମାମାଡ

କଟକ: ବାଦାମବାଡ଼ିରେ ପୁଣି ବୋମାମାଡ

କଟକ: କଟକ ବାଦାମବାଡ଼ିସ୍ଥିତ ଜୟଶ୍ରୀ ସିନେମା ହଲ ନିକଟ ଏକ ଦୋକାନ ଆଗରେ ମଙ୍ଗଳବାର ପୁଣି ଥରେ ବୋମାମାଡ ହୋଇଛି ।  ବାଇକ୍‌ରେ ତିନିଜଣ ଦୁବୃର୍ତ୍ତଆସି ଏହି ବୋମାବାଡ କରି ଫେରାର ହୋଇଯାଇଛନ୍ତି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ବୋମାମାଡ଼ର କାରଣ ଜଣାପଡିନାହିଁ ।  ମାସକ ମଧ୍ୟରେ ୬ଥର ଏଭଳି ବୋମାମାଡ ଘଟଣା ଘଟିଲାଣି ।