Home Uncategorized କଥା ରହିଗଲା ଅଧାରେ….

କଥା ରହିଗଲା ଅଧାରେ….

0
ଭୁବନେଶ୍ୱର- ଆଜି ବିଜେଡି ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଦଳର ଆଜି ଢେଙ୍କାନାଳ ସାଂସଦ ତଥାଗତ ଶତପଥି ନାଁ ନେନଇ ଦଳର କିଛି ନେତାଙ୍କର ମୁଖା ଖୋଲି ଦେଇଥଲେ। ଦଳର ଅନ୍ଦର ମହଲ କଥା ମଞ୍ଚରେ ପ୍ରକାଶ କରିଦବାରୁ ମନ୍ତ୍ରୀ ଦେବୀ ମିଶ୍ର ତାଙ୍କ କାନରେ ଶୀଘ୍ର  ଭାଷଣ ସାରିବା ପାଇଁ କହିଥିଲେ। ତଥାଗତ ଏହାପରେ ଅଭିମାନରେ ସିଧା ମଞ୍ଚରୁ ଓହ୍ଲାଇ ନିଜ ସିଟ୍‌କୁ ଚାଲି ଯାଇଥିଲେ। ତଥାଗତଙ୍କ ମନର କଥା ଅଧୁରା ରହିଯାଇଥିଲା।