Home Uncategorized କାଲି ବିଜେପିରେ ସାମିଲ ହେବେ ମହାଶ୍ୱେତା ରାୟ

କାଲି ବିଜେପିରେ ସାମିଲ ହେବେ ମହାଶ୍ୱେତା ରାୟ

0

ଭୁବନେଶ୍ୱର – ଓଡ଼ିଆ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାଶ, ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ସାମିଲ ହେବା ପରେ ରାଜ୍ୟରେ ବିଜେପିର ଶକ୍ତି ବଢ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଥିବାବେଳେ ଏବେ ମହାଶ୍ୱେତାଙ୍କ ଭଳି ଜଣେ ପ୍ରତିଷ୍ଠିତ ପରିବାରର ପ୍ରଭାବଶାଳୀ ଅଭିନେତ୍ରୀ ବିଜେପିରେ ଯୋଗଦେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଚଳଚିତ୍ର ଅଭିନେତ୍ରୀ ମହାଶ୍ୱେତା ରାୟ ଆସନ୍ତା କାଲି ବିଜେପିରେ ସାମିଲ ହେବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଏହି ମିଶ୍ରଣ ପର୍ବରେ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here