Home Uncategorized କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ବିଜେପିର ଆନ୍ଦୋଳନ

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ବିଜେପିର ଆନ୍ଦୋଳନ

0

 କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ନ ପାରିଥିବା ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି ବିଜେପି କରିଛି । ଆଜି ବିଜେପି ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ପୋଲିସର କଡ଼ା ସୁରାକ୍ଷା ବଳୟ ଭାଙ୍ଗି ଆନ୍ଦୋଳକାରୀ ନବୀନ ନିବାସ ଧସେଇ ପଶିବାକୁ ଉଦ୍ୟମ କରିଛି ବିଜେପି । ପୋଲିସ କିଛି କର୍ମୀଙ୍କୁ ଅଟକ ରଖିଥିବା ମଧ୍ୟ ସୂଚନା ମିଳିଛି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନବୀନ ନିବାସ ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here