Home Uncategorized କେନ୍ଦୁଝରରେ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ

କେନ୍ଦୁଝରରେ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ

0

କେନ୍ଦୁଝର: କେନ୍ଦୁଝରରୁ ପୁଣି ଆସିଲା ଚେଙ୍କ ଚିକିତ୍ସା ଅଭିଯୋଗ । କେନ୍ଦୁଝର ବାଂଶପାଳ ବ୍ଲକ୍‌ ଅଡାଳ ଗାଁର ଜଣେ ଜଣେ ୨ ମାସର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଶିଶୁଟିକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତୁ ଚେଙ୍କ କଥାକୁ ଶିଶୁର ମା’ ଅସ୍ୱୀକାର କରିଛନ୍ତି । ଶିଶୁଟିର ନାଭି ଚାରିପଟେ ଚେଙ୍କ ଦିଆଯାଇଥିବା କଥା ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here