Home ଅପରାଧ କେନ୍ଦୁଝର: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0

କେନ୍ଦୁଝର: କେନ୍ଦୁଝରର ବଡ଼ଘାଗରାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ପରିବାର ସହ ବଡ଼ଘାଗରାକୁ ପିକନିକ୍‌ କରିବାକୁ ଆସିଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି  ।  ୪ରୁ ୫ ଜଣ ଦୁବୃର୍ତ୍ତ ନାବାଳିକାଙ୍କୁ ପିକ୍‌ନିକ୍‌ ସ୍ପଟରୁ ଅନ୍ୟତ୍ର ଉଠାଇ ନେଇଥିଲେ ।  ଦୁବୃର୍ତ୍ତମାନେ ଘଟଣା ସମୟର ଦୃଶ୍ୟ ରେକର୍ଡିଂ କରିଥିବା ସୂଚନା ମିଳିଛି । ନାବାଳିକା ଜଣକ ଏନେଇ ସଦର ଥାନାରେ ଅଭିଯୋଗ କରିବା ପରେ  ଏହି ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚାରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here