Home Uncategorized କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ଅଣ୍ଡାମାଡ ପ୍ରତିବାଦରେ ସୁନ୍ଦରଗଡରେ ୭ ଘଣ୍ଟିଆ ବନ୍ଦ

କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ଅଣ୍ଡାମାଡ ପ୍ରତିବାଦରେ ସୁନ୍ଦରଗଡରେ ୭ ଘଣ୍ଟିଆ ବନ୍ଦ

0

ସୁନ୍ଦରଗଡ଼: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୭ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦ ପାଳନରୁ ସ୍ୱାସ୍ଥ୍ୟ ଓ ବ୍ୟାଙ୍କ ସେବାକୁ ବାଦ ଦିଆଯାଇଛି । ସୁନ୍ଦରଗଡ ସହରର ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।   ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here