Home Uncategorized କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣା-୨୨ଜଣଙ୍କ ନାଁରେ ଏତଲା

କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣା-୨୨ଜଣଙ୍କ ନାଁରେ ଏତଲା

0

ଆଳି- ଆଳିରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ଗାଡି ଉପରକୁ ଅଣ୍ଡା ମାଡ ଘଟଣାରେ ଜଣେ ବିଜେଡି ନେତାଙ୍କ ସମେତ ୨୧ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ବିଜେଡି ନେତା ଭୀଷ୍ମ ମହାନ୍ତିଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଅଣ୍ଡା ମାଡ ଘଟଣା ସମ୍ପର୍କରେ ବିଜେପିର କାର୍ଯ୍ୟକାରୀ ସଦସ୍ୟ ବ୍ରଜସୁନ୍ଦର ଭୂୟାଁ ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here