Home Uncategorized କେରଳ ଛୁଇଁଲା ମୌସୁମୀ ବାୟୁ

କେରଳ ଛୁଇଁଲା ମୌସୁମୀ ବାୟୁ

0

ଭୁବନେଶ୍ୱର- ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ । ଦକ୍ଷିଣ ଓଡିଶାରେ ମୌସୁମୀ ପ୍ରଥମେ ପ୍ରବେଶ କରିବ । ଆସନ୍ତା କାଲିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଅଧିକ ଦେଖାଯିବ । ଅନ୍ୟପକ୍ଷରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ମୋରା ଦୁର୍ବଳ ହୋଇଯାଇଛି । ଏହାର ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ଆଞ୍ଚଲିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here