Home ଅପରାଧ କୋଣାର୍କରୁ ଧରା ପଡ଼ିଲେ ୭ ଦେହଜୀବୀ ସହ ୯ ଗ୍ରାହକ

କୋଣାର୍କରୁ ଧରା ପଡ଼ିଲେ ୭ ଦେହଜୀବୀ ସହ ୯ ଗ୍ରାହକ

ଗତରାତିରେ କୋଣାର୍କରେ ଏକାଧିକ ଲଜ୍‌ରେ ଚଢ଼ାଉ କରି ୭ ଜଣ ଦେହଜୀବୀଙ୍କ ସହ ୯ ଜଣ ଗ୍ରାହକ ପୁଲିସ ହାତରେ ଧାରା ପଡିଛନ୍ତି । ଦେହଜୀବୀ ଓ ଗ୍ରାହକମାନଙ୍କ ବ୍ୟତୀତ ସେଠାରୁ ପ୍ରେମିକଙ୍କ ସହ ଆସିଥିବା ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ ଏବଂ ଜଣେ କଲେଜ ଛାତ୍ରୀ ମଧ୍ୟ ଧରାପଡ଼ିଛନ୍ତି। ଡାକ୍ତରୀ ମାଇନା ପରେ ଧରା ପଡ଼ିଥିବା ରୂପଜୀବୀ ଓ ଗ୍ରାହକମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।