Home Uncategorized କୋଲକାତା ଗଲେ ସୁଦୀପ୍

କୋଲକାତା ଗଲେ ସୁଦୀପ୍

0

ଭୁବନେଶ୍ୱର- ଆଜି ଟିଏମ୍‌ସି ସାଂସଦ ସୁଦୀପ ବନ୍ଦୋପଧ୍ୟାୟ ଆପୋଲ୍ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ କୋଲକାତା ଯାଇଛନ୍ତି । ସୁଦୀପ୍ ହସ୍‌ପିଟାଲରୁ ଏକ ଆମ୍ବୁଲାନ୍ସରେ ବିମାନବନ୍ଦରକୁ ଯାଇଥିଲେ। ସୁଦୀପଙ୍କୁ ଶୁକ୍ରବାର ଦିନ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ସେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଜାନୁଆରୀ ୩ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ସେ  ଭୁବନେଶ୍ୱରର ଆପୋଲ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ।

LEAVE A REPLY

Please enter your comment!
Please enter your name here