Home Uncategorized ଘରକୁ ଫେରିଲେ ବାବୁଲା

ଘରକୁ ଫେରିଲେ ବାବୁଲା

0
ଜୟପୁର- ଗତକାଲି ଏସ୍‌ସିବି ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଆଜି ଭୋରରୁ ବାବୁଲା ପଣ୍ଡା ତାଙ୍କ ଜୟପୁର ଘରେ ପହଞ୍ଚିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀପଣ୍ଡାଙ୍କ ନାତି ବାବୁଲା ପଣ୍ଡା । କୋରାପୁଟ ଓ କମିଶନରେଟ ପୋଲିସ୍ ନେଇ ବାବୁଲାଙ୍କୁ ଘରେ ପହଞ୍ଚାଇଥିଲା । ପୋଲିସ୍ ବାବୁଲାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ବାବୁଲାଙ୍କୁ ଫେରି ପାଇବା ପରେ ତାଙ୍କ ପରିବାର ଲୋକେ ଖୁସି ଅଛନ୍ତି ।