Home Uncategorized ଚାନ୍ଦିପୁର ଘାଟିରେ “ଧନୁଷ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର ଘାଟିରେ “ଧନୁଷ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ବାଲେଶ୍ୱର – ଆଜି ଚାନ୍ଦିପୁର ଘାଟିରେ “ଧନୁଷ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଯୁଦ୍ଧ ଜାହାଜରୁ ଏହାକୁ ନିକ୍ଷେପ କରାଯାଇପାରିବ । ସେହି ରି, ଏହା ୫୦୦ କେଜିର ଯୁଦ୍ଧାସ୍ତ୍ର ବହନ କରିପ।ରିବ । ଏସ୍ଏଫ୍ସି ଦ୍ୱାରା ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆଜି ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିଲା । ପରୀକ୍ଷଣ ସଫଳ ହୋଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓ ରାଡାର ମାଧ୍ୟମରେ ଏହାର ପ୍ରତ୍ୟେକ କାର୍ଯ୍ୟକୁ ନିରୀକ୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here