Home Uncategorized ଚାଷୀଙ୍କ ଠାରୁ ଧାନ କିଣିଲେ ସଂପୃକ୍ତ ବେପାରୀମାନଙ୍କୁ ଗିରଫ : ସୂର୍ଯ୍ୟ ନାରାୟଣ ପାତ୍ର

ଚାଷୀଙ୍କ ଠାରୁ ଧାନ କିଣିଲେ ସଂପୃକ୍ତ ବେପାରୀମାନଙ୍କୁ ଗିରଫ : ସୂର୍ଯ୍ୟ ନାରାୟଣ ପାତ୍ର

0

୨୦୧୭-୧୮ ରବି ଧାନ ସଂଗ୍ରହ ବର୍ଷ ପାଇଁ ପୁରୀ ଠାରେ ମନ୍ତ୍ରୀ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜ୍ୟରେ ଖରିଫ ଧାନର ଉତ୍ପାଦନ କମିଥିବା ନେଇ ଆଲୋଚନା ହୋଇଥିଲା । ଚାଷୀମାନଙ୍କ ପାଇଁ କୃଷି ମେଳା ଆୟୋଜନ କରି ୭୬୦୦ କୋଟି ଟଙ୍କାର ଋଣ ବଣ୍ଟନ କରାଯିବାର ସୂଚନା ସୂଚନା ଦେଇଛନ୍ତି । ଏହି ବୈଠକରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here