Home Uncategorized ଚିଟ୍‌ଫଣ୍ଡ ଠକେଇ ମାମଲା: ସ୍ୱସ୍ତିକ ଇଣ୍ଡିଆ ଏମ୍‌ଡିଙ୍କୁ ସର୍ତ୍ତମୂଳକ ଜାମିନ

ଚିଟ୍‌ଫଣ୍ଡ ଠକେଇ ମାମଲା: ସ୍ୱସ୍ତିକ ଇଣ୍ଡିଆ ଏମ୍‌ଡିଙ୍କୁ ସର୍ତ୍ତମୂଳକ ଜାମିନ

0

କଟକ : ସ୍ୱସ୍ତିକ ଇଣ୍ଡିଆ କୋପୋରେଟିଭ୍‌ ସୋସାଇଟିର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟ ବୁଧବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ବଣ୍ଡ, ୫ ଲକ୍ଷ ଟଙ୍କା ସମ୍ପତ୍ତି ଓ ୨ ଜଣ ଜାମିନଦାରଙ୍କ ଜରିଆରେ ପଣ୍ଡାଙ୍କୁ ଜାମିନ ଦିଆଯିବ । ଜାମିନରେ ଥିବା ସମୟରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ଓ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ ତାଙ୍କ ସର୍ତ୍ତରେ ଉଲ୍ଲେଖ କରିଛନ୍ତି । ସ୍ୱସ୍ତିକ ଇଣ୍ଡିଆ ଚିଟ୍‌ଫଣ୍ଡ ଘଟଣାରେ ନିର୍ଦ୍ଦେଶକ ପଣ୍ଡାଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here