Home Uncategorized ଜନନୀ ଏକ୍ସପ୍ରେସ୍୍ରେ ଲିଭିଗଲା ଜୀବନ ଦୀପ

ଜନନୀ ଏକ୍ସପ୍ରେସ୍୍ରେ ଲିଭିଗଲା ଜୀବନ ଦୀପ

0

ବାଲେଶ୍ୱର- ଭୋଗରାଇ ରାଣୀବାସନରୁ ଜଣେ ଗର୍ଭବତୀ ମହିଳାଙ୍କୁ ଜନନୀ ଏକ୍ସପ୍ରେସ୍୍ରେ ବାଲେଶ୍ୱର ମେଡିକାଲକୁ ଅଣାଯାଉଥିବାବେଳେ ଏନ୍ଏଚ୍-୬୦ ବରୁଣାଗାଡିଆ ନିକଟରେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ବିଳମ୍ବିତ ରାତ୍ରୀରେ ଘଟିଥିଲା । ଘଟଣାସ୍ଥଳରେ ଗର୍ଭବତୀ ମହିଳାଙ୍କ ସ୍ୱାମୀ, ମାମୁଁ ଓ ଆଶକର୍ମୀଙ୍କର ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ଗଣେଶ ଦଳେଇ, ବୁଦ୍ଧିରାମ ଜେନା, ନମିତା ଦେ । ଗୁରୁତର ଗର୍ଭବତୀ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here