Home Uncategorized ଜୁଲାଇ ୩ରେ ଓଡ଼ିଶା ଆସିବେ ମୀରା କୁମାର

ଜୁଲାଇ ୩ରେ ଓଡ଼ିଶା ଆସିବେ ମୀରା କୁମାର

0

ଭୁବନେଶ୍ୱର-୧୭ଟି ବିରୋଧୀ ଦଳ ଦ୍ୱାରା ମନୋନୀତ ହୋଇଥିବା ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମୀରାକୁମାର ଜୁଲାଇ ୩ରେ ଓଡ଼ିଶା ଆସିବେ। ନିଜ ସପକ୍ଷରେ ମତ ସୃଷ୍ଟି କରିବା ପାଇଁ ମୀରା କୁମାର ଓଡ଼ିଶା ଆସୁଥିବା ସୂଚନା ମିଳିଛି । ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପକ୍ଷରୁ ବିହାରର ପୂର୍ବତନ ରାଜ୍ୟପାଳ ରାମନାଥ କୋବିନ୍ଦ ପ୍ରାର୍ଥୀ ହୋଇଛନ୍ତି ।

ମୀରାକୁମାର ଆଜି ସାବରମତୀ ଆଶ୍ରମରୁ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।  ଜୁଲାଇ ୧୫ ସୁଦ୍ଧା ତାଙ୍କର ନିର୍ବାଚନ ପ୍ରଚାର ଶେଷ ହେବ।

LEAVE A REPLY

Please enter your comment!
Please enter your name here