Home ଓଡିଶା ଜେଲରୁ ମୁକୁଳିବେ ବିତ୍ତିହୋତ୍ର

ଜେଲରୁ ମୁକୁଳିବେ ବିତ୍ତିହୋତ୍ର

ଭୁବନେଶ୍ୱର- ଖୁବଶୀଘ୍ର ବିତ୍ତିହୋତ୍ର ମହାନ୍ତି ଜେଲରୁ୍ ମୁକୁଳିବାକୁ ଯାଉଛନ୍ତି । ବିତ୍ତିହୋତଙ୍କ୍ର ବିରୋଧରେ ହୋଇଥିବା ପାରୋଲ ଉଲ୍ଲଙ୍ଘନ ମାମଲାକୁ ଆଜି ରାଜସ୍ଥାନ ହାଇକୋର୍ଟ ଶୁଣାଣି ସମୟରେ ଖାରଜ କରିଦେଇଛନ୍ତି । ବିତ୍ତିଙ୍କ ଓକିଲ ସାର୍ଥକ ନାୟକ ଏହି ସୂଚନା ଦେଇଛନ୍ତି । ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ଗତ ମାର୍ଚ୍ଚ ୩୧ ତାରିଖରେ ସୁପ୍ରିମକୋ୍ର୍ଟ ବିତ୍ତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ପାରେଲ୍ ଉଲ୍ଲଙ୍ଘନ ମାମଲା ଯୋଗୁଁ ସେ ମୁକୁଳି ପାରୁନଥିଲେ । ରାଜସ୍ଥାନ ହାଇକୋର୍ଟ ଗ୍ରୀନ୍ହ‍ ସିଗନା୍ଲ୍ ଦେବା ପରେ ଜୁଲାଇ ୬ରେ ବିତ୍ତିହୋତ୍ର ମହାନ୍ତି ଜେଲରୁ ମୁକୁଳିବେ।