Home ଅପରାଧ ଜୟଦେବ ବାଟିକା ପରିସରରେ ପ୍ରେମିକା ସମ୍ମୁଖରେ ଆତ୍ମହତ୍ୟା କଲେ ପ୍ରେମିକ

ଜୟଦେବ ବାଟିକା ପରିସରରେ ପ୍ରେମିକା ସମ୍ମୁଖରେ ଆତ୍ମହତ୍ୟା କଲେ ପ୍ରେମିକ

0
ଭୁବନେଶ୍ୱର : ପ୍ରେମ ଯେ କେତେ ଭୟଙ୍କର ହୋଇପାରେ ତାର ଏକ ଭୟାବହ ପରିଣତି ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକା ପରିସରରେ।ବେକରେ ଓଢଣୀ ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରେମିକା ସମ୍ମୁଖରେ ଆତ୍ମହତ୍ୟା କଲେ ପ୍ରେମିକ ସୋମବାର ଏଭଳି ଏକ ଘଟଣା ଘଟିଛି ଥାନା ଅନ୍ତର୍ଗତ ଜୟଦେବ ବାଟିକା ପରିସରରେ ପୋଲିସ ମୃତଦେହ ଜବତ କରି ପାଇଁ କ୍ୟାପିଟାଲ ପଠାଇଥିବାବେଳେ ପ୍ରେମିକାଙ୍କୁ ଅଟକ ପଚରାଉଚରା କରିଛି ମୃତକ ଜଣକ ଏକ ଘରୋଇ ବ୍ୟାଙ୍କ୍ର ମ୍ୟାନେଜର ତାଙ୍କ ଘର ବାଲେଶ୍ୱର ଜିଲାରେ ସେ ବିବାହିତ ଏବଂ ସହ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ରୁହନ୍ତି ତାଙ୍କର ଏକ ଛୋଟ ପୁଅ ମଧ୍ୟ ରହିଛି ସେ ଯେଉଁ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ତାଙ୍କର ପ୍ରେମ ସମ୍ପର୍କ ଥିଲା ସୋମବାର ଅପରାହ୍ନ ପ୍ରାୟ ୩ଟାରେ ମ୍ୟାନେଜର ତାଙ୍କ ପ୍ରେମିକା ଜୟଦେବ ବାଟିକା ପାର୍କକୁ ଯାଇଥିଲେ ସେଠାରେ ଦୁହେଁ ହସଖୁସିରେ କଥାବାର୍ତ୍ତା ହୋଇଥିଲେ ଏହି ସମୟରେ ଯୁବତୀ ତାଙ୍କୁ ବିବାହ କରିବାକୁ କହିଥିଲେ ହେଲେ ସେ ପୂର୍ବରୁ ଥିବାରୁ ପୁଣି ବିବାହ କରିପାରିବେ ନାହିଁ ବୋଲି କହିଥିଲେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏଥିରେ ରାଗିଯାଇ ଯୁବକ ପ୍ରେମିକାଙ୍କ ବେକରୁ ଓଢ଼ଣି ନେଇ ଗଛରେ ଝୁଲିପଡ଼ିଥିଲେ ଏହା ଦେଖି ପ୍ରେମିକା ହୋଇପଡ଼ିବା ସହ ଦୌଡ଼ିଯାଇ ସିକ୍ୟୁରିଟି ଗାର୍ଡଙ୍କୁ ଡାକିଥିଲେ ସିକ୍ୟୁରିଟି ଗାର୍ଡ ଆସି ତଳକୁ ଓହ୍ଲାଇଥିଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା