Home Uncategorized ଝିଆରୀକୁ ଅପହରଣ ଅଭିଯୋଗ ! ପିଉସାଙ୍କୁ କୋର୍ଟଚାଲାଣ..

ଝିଆରୀକୁ ଅପହରଣ ଅଭିଯୋଗ ! ପିଉସାଙ୍କୁ କୋର୍ଟଚାଲାଣ..

0
(ଯାଜପୁର); ଝିଆରୀକୁ ଅପହରଣ କରିଥିବା ଅଭିଯୋଗରେ ପିଉସାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖାଇ ଥାନା ଅଞ୍ଚଳରେ । ତେବେ ଅପହରଣ କରିଥିବା ପିଉସାଙ୍କ ନାଁ ବିଜୟ କୁମାର । ସୁଚନା ଅନୁଯାୟୀ ସ୍ତାନୀୟ ଅଞ୍ଚଳରେ ଜଣେ ନାବାଳିକା ଅପହରଣ କରାଯାଇଥିବା ଗତ ୨୨ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ୍ ଥାନା ରାଉତପୁର ଗାଁ ନଦୀ ପଠାରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ପରେ ପୁଲିସ ନାବାଳିକାର ବୟାନ ରେକର୍ଡ କରିଥିଲା । ଅନ୍ୟପଟେ ପିଉସା ବିଜୟ କୁମାର ଝିଆରିକୁ ମନ୍ଦ ଉଦ୍ଦେଶ୍ୟ ନେଇ ଅପହରଣ କରିଥିବା ଜଣାପଡିଛି । ସେପଟେ ପୁଲିସ ଡାକ୍ତର ମାଇନା ନାବାଳିକାର କରାଇ ତଦନ୍ତ ଜାରି ରଖିଛି ।