Home ମନୋରଞ୍ଜନ ‘ଟାଇଗର ଜିନ୍ଦା ହେ’ ପ୍ରଥମ ଦିନରେ ୩୩ କୋଟି ଟଙ୍କା ଆୟ

‘ଟାଇଗର ଜିନ୍ଦା ହେ’ ପ୍ରଥମ ଦିନରେ ୩୩ କୋଟି ଟଙ୍କା ଆୟ

0
ମୁମ୍ବାଇ: ସଲମନ ଖାନ ଅଭିନୀତ ‘ଟାଇଗର ଜିନ୍ଦା ହେ’ ସିନେମା ପ୍ରଥମ ଦିନରେ ୩୩ କୋଟି ୭୫ ଲକ୍ଷ ଟଙ୍କା ଆୟ କରିଛି। ବାହୁବଳୀ-୨ ପ୍ରଥମ ଦିନରେ ସର୍ବାଧିକ ୪୧ କୋଟି ଟଙ୍କା ଆୟ କରିଥିଲା। ଏହା ହିନ୍ଦୀ ଡବିଂ ସିନେମା ଥିଲା। ପୂର୍ବରୁ ଗୋଲମାଲ ଏଗେନ୍‌ ପ୍ରଥମ ଦିନରେ ୩୦.୧୪ କୋଟି ଟଙ୍କା ଆୟ କରିଥିଲା। ଏବେ ‘ଟାଇଗର ଜିନ୍ଦା ହେ’ ୩୩ କୋଟି ଟଙ୍କା ଆୟକରି ଦ୍ୱିତୀୟ ପ୍ରଥମ ଦିନରେ ସର୍ବଧିକ ଆୟ ସିନେମା ମାନ୍ୟତା ପାଇଛି। , ଟ୍ୟୁବଲାଇଟ ପ୍ରଥମ ଦିନରେ ୨୧.୧୫ କୋଟି ଓ ରଇସ୍‌ ପ୍ରଥମ ଦିନରେ ୨୦.୪୨ କୋଟି ଟଙ୍କା ଆୟ କରିଥିଲା।