Home ଅପରାଧ ଠକେଇ ଅଭିଯୋଗରେ ଗିରଫ ହେଲା ବିଡିଏ ଅମିନ

ଠକେଇ ଅଭିଯୋଗରେ ଗିରଫ ହେଲା ବିଡିଏ ଅମିନ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ର ଜଣେ ଅମିନଙ୍କୁ ନୟାପଲ୍ଲୀ ଗିରଫ କରିଛି କରିଛି ଅଭିଯୁକ୍ତ ଜଣକ ହେଲେ ନୟାପଲ୍ଲୀ ୫ରେ ରହୁଥିବା ଦିଲୀପ ସ୍ବାଇଁ (୪୧). ଶୁକ୍ରବାର ଦିଲୀପ ଆଉ ଠକେଇ କରିବା ପାଇଁ ପୋଲିସ ତାଙ୍କୁ ଉଠାଇ ଆଣିଥିଲା ସୂଚନାଯୋଗ୍ୟ, ଦିଲୀପ ଜୟଦେବ ବିହାର ନିକଟରେ ଏକ ଜମିକୁ ଲୋକଙ୍କୁ ଦେଖାଇ ଲକ୍ଷ ଟଙ୍କା ନେଇଥିଲେ ଠକେଇର ଶିକାର ଲୋକମାନଙ୍କ ମଧ୍ୟରେ ଭିଲେଜ ଏନ୍ ୬ରେ ରହୁଥିବା ସାମନ୍ତରାୟ ମଧ୍ୟ ଥିଲେ ୨୦୧୫ରେ ଜମି ଦେବା ଦିଲୀପ ପ୍ରଭାକରଙ୍କଠାରୁ ପର୍ଯ୍ୟାୟରେ ୫୪ଲକ୍ଷ ଟଙ୍କା ନେଇଥିଲେ କିନ୍ତୁ ଜମି ଦେଇ ନ ଥିଲେ ପ୍ରଭାକର ତାଙ୍କୁ ଟଙ୍କା ସେ ଆଉ ଧରାଛୁଅଁା ଦେଇ ନ ଥିଲେ ପ୍ରଭାକର ତାଙ୍କ ଘରକୁ ପରେ ସେ ଏକ ଚେକ୍ ଦେଇଥିଲେ ମାତ୍ର ତାହା ବାଉନ୍ସ ହୋଇଯାଇଥିଲା ଏ ନେଇ ଗତ ତାରିଖରେ ପ୍ରଭାକର କୋର୍ଟରେ ଏକ ମାମଲା କରିଥିଲେ କୋର୍ଟ ନୟାପଲ୍ଲୀ ଥାନାକୁ ରୁଜୁ କରି ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନୟାପଲ୍ଲୀ ପୋଲିସ କେସ୍ ନଂ-୧୦୩ ଦଫା ୪୧୭, ୪୨୦, ୪୬୭, ୪୬୮, ୩୪୧, ୨୯୪, ୫୦୬, ୩୭୯, ୩୪ରେ ମାମଲା ରୁଜୁ ଦିଲୀପଙ୍କୁ କୋର୍ଟ ଚାଲାଣ କରିଛି