Home Uncategorized ଡାକ୍ତରଙ୍କ ମାଡ଼ରେ ରୋଗୀଙ୍କ ଦୁଇ ସମ୍ପର୍କୀୟ ଘାଇଲା

ଡାକ୍ତରଙ୍କ ମାଡ଼ରେ ରୋଗୀଙ୍କ ଦୁଇ ସମ୍ପର୍କୀୟ ଘାଇଲା

0

କଟକ- ଆଜି କଟକ ଏସ୍୍ସିବି ମେଡିକାଲର ଅର୍ଥୋପେଡିକ୍ ବିଭାଗରେ ଉତ୍ତେଜନା ଦେଖାଯାଇଥିଲା । ଜଣେ ଡାକ୍ତର ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ଦୁଇ ସମ୍ପର୍କୀୟକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ସମ୍ପର୍କୀୟଙ୍କ ବେକ ଓ ନାକରେ ଆଘାତ ଲାଗିଛି । ରୋଗୀଙ୍କ ବେଡ୍ ଅଦଳବଦଳକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କ ଉପରକୁ ଆକ୍ରମଣ କରିଥିଲେ । ଆହତ ସମ୍ପର୍କୀୟଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here