Home Uncategorized ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

0

କଟକ: ବହୁ ଚର୍ଚ୍ଚିତ ଧଳ ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡ଼ିର ୬ଜଣିଆ ଟିମ୍‌ ଶୁକ୍ରବାର ଚଢ଼ାଉ କରିଛନ୍ତି । ଧଳ ବ୍ରଦର୍ସଙ୍କ ତିନି ଜଣ ସହଯୋଗୀ ଶିବ ଗୋଛି, କୁନି ଦାସ ଓ ଭରତ ସ୍ୱାଇଁଙ୍କ ଘରେ ଇଡି ରେଡ୍‌ କରିଛି । ଇଡ଼ିର ଅଧିକାରୀ ଓ କର୍ମଚାରୀମାନେ ମହାନଦୀ ବିହାର, ଗଣ୍ଡରପୁର ଅଞ୍ଚଳରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସଂପତ୍ତି ଆକଳନ ପାଇଁ ଇଡି ରେଡ୍‌ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here