Home Uncategorized ଡୁମୁଡୁମାରେ ଗ୍ୟାସଟାଙ୍କି ଫାଟି ଜଳିଗଲା ୭ ଦୋକାନ

ଡୁମୁଡୁମାରେ ଗ୍ୟାସଟାଙ୍କି ଫାଟି ଜଳିଗଲା ୭ ଦୋକାନ

0

ଭୁବନେଶ୍ୱର : ଗତକାଲି  ରାତିରେ ସ୍ଥାନୀୟ ଡୁମଡୁମା ଛକ ସ୍ଥିତ ଭେଣ୍ତିଂ ଜୋନ୍‌ରେ ଗ୍ୟାସଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ତ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଟି ଦୋକାନ ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି।  ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଘଟଣରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।

LEAVE A REPLY

Please enter your comment!
Please enter your name here