Home Uncategorized ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ହତ୍ୟା ଘଟଣାରେ ଗିରଫ ହେଲା ମୁଖ୍ୟ ସହଯୋଗୀ

ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ହତ୍ୟା ଘଟଣାରେ ଗିରଫ ହେଲା ମୁଖ୍ୟ ସହଯୋଗୀ

0

ଢେଙ୍କାନାଳ : ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ଆଜି ମୁଖ୍ୟ ସହଯୋଗୀ ଗିରଫ ହୋଇଛନ୍ତି । ମୁଖ୍ୟ ସହଯୋଗୀ ସୁବାଷ ଖୁଂଟିଆଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ୍ । ଗତ କିଛି ଦିନ ତଳେ ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତଙ୍କୁ ବିଚ୍ ରାସ୍ତାରେ ହତ୍ୟା କରା ଯାଇଥିଲା । ହତ୍ୟାକାଣ୍ଡ ପରେ ସୁବାଷ ଫେରାର ହୋଇ ଯାଇଥିଲା । ଏହି ଘଟଣାରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଥିବାବେଳେ ଆଜି ମୁଖ୍ୟ ସହଯୋଗୀ ଗିରଫ ହେବା ପରେ  ଅତିଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି କହିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here