Home Uncategorized ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୭ରେ ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଧାରଣା

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୭ରେ ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଧାରଣା

0

ଭୁବନେଶ୍ୱର: ତୈଳ ଦର ନେଇ ଆଜି କେନ୍ଦ୍ର ଟାର୍ଗେଟ କରିଛି ବିଜୁ ଜନତା ଦଳ ଆର୍ନ୍ତଜାତିକ ବଜାରରେ ତୈଳଦର ହ୍ରାସ ଘଟୁଥିଲେ ଲାଭ ଲୋକେ ପାଉ ନାହାନ୍ତି କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ଜନସାଧାରଣ ଅତିଷ୍ଟ ଏହା ବିରୋଧରେ ଆସନ୍ତା ୭ ତାରିଖରେ ଯୁବ ବାହିନୀ ପକ୍ଷରୁ ରାଜ୍ୟର ପ୍ରେଟ୍ରୋଲ ସଞ୍ଜୟ ସମ୍ମୁଖରେ ଦିଆଯିବ ବୋଲି ନେତା ସଞ୍ଜୟ କହିଛନ୍ତି କହିଛନ୍ତି ଆଜି ଶ୍ରୀ ଦାସବର୍ମା ଏକ ପ୍ରେସ ଯାଏ ଏହି ଧାରଣା ଦିଆଯିବ ତୁରନ୍ତ ପେଟୋଲ ଓ ପେଟ୍ରୋଲିୟମ ଉତ୍ପାଦକୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି

LEAVE A REPLY

Please enter your comment!
Please enter your name here