Home Uncategorized ଦିଲ୍ଲୀରେ ବିଜେପି ମନ୍ଥନ

ଦିଲ୍ଲୀରେ ବିଜେପି ମନ୍ଥନ

0
ନୂଆଦିଲ୍ଲୀ-  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ  ଆଜି ଦିଲ୍ଲୀରେ ବିଜେପିର ବୈଠକ ଆରମ୍ଭ ହୋଇଛି । ବୈଠକରେ ସାରା ଦେଶରୁ ବିଜେପିର ୧୯୨ ପ୍ରତିନିଧି ଯୋଗ ଦେଇଛନ୍ତି । ଓଡିଶାରୁ ବିଜେପିର୧୧ ଜଣିଆ ଟିମ୍ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଏହି ଟିମ୍‌ରେ ବିଜେପିର ବରିଷ୍ଠ ନେତା ଓ ମୁଖପାତ୍ର ଅଛନ୍ତି। କେନ୍ଦ୍ର ସରକାରଙ୍କ ୩ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି ।