Home Uncategorized ଦୁର୍ଗାପୂଜାରେ ଟୁଇନ୍‌ ସିଟିରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ: ଡିଜିପି

ଦୁର୍ଗାପୂଜାରେ ଟୁଇନ୍‌ ସିଟିରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ: ଡିଜିପି

0

ଭୁବନେଶ୍ୱର: ଦୁର୍ଗାପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ କମିସନରେଟ ପୋଲିସ ବ୍ୟାପକ ଭାବରେ ପ୍ରସ୍ତୁତ ରହିଛି । ଦୁଗାପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ୯୮ ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଡ. ରାଜେନ୍ଦ୍ର ଶର୍ମା କହିଛନ୍ତି । ସେ କହିଛନ୍ତି ଯେ, ପୂଜା ପାଇଁ ୧୪୦ ଓଏସଏପି, ୮୧ ପ୍ଲାଟୁନ ଆଇଆରବି ଫୋର୍ସ, ୨୩ଓଆଇଏସ୍‌ଏଫ୍‌ ଓ ୩ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ମୁତୟନ ହେବେ । କେନ୍ଦ୍ରରୁ ୨ ପ୍ଲାଟୁନ ସିଆରପିଏଫ୍‌ ଯବାନ ଆସିବେ । କଟକ ଓ ଭୁବନେଶ୍ୱରରେ ସମୁଦାୟ ୯୮ ପ୍ଲାଟୁନ ପୁଲିସ ମୁତୟନ ହେବେ ।

LEAVE A REPLY

Please enter your comment!
Please enter your name here