Home Uncategorized ଦେଶର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡିଆ

ଦେଶର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡିଆ

0
ଭୁବନେଶ୍ୱର : ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ ଦ୍ୱାରା ଦେଶର ପ୍ରଥମ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ୪ ଜଣଙ୍କ ନାମ ରହିଥିବାରୁ ଓଡିଶା ବସି ଙ୍କର ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବାବେଳେ ତୃତୀୟ ସ୍ଥାନରେ  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓଡିଶାର ଦୀପକ ମିଶ୍ରଙ୍କ ନାମ ରହିଛି । ସେହିପରି ୩୦ ନମ୍ବର ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ରହିଥିବାବେଳେ। ୩୨ ନମ୍ବର ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ I  ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପି.କେ.ମିଶ୍ରଙ୍କୁ ୪୪ ନମ୍ବର ସ୍ଥାନ ମିଳିଛି । ସେହିପରି ସୋନିଆ ଗାନ୍ଧୀଙ୍କୁ ପଂଚମ ସ୍ଥାନ ଏବଂ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଷଷ୍ଠ ସ୍ଥାନରେ ଅଛନ୍ତି ।