Home ଖେଳ ଦ. ଆଫ୍ରିକା ୨୫୮ରେ ଅଲଆଉଟ୍, ଭାରତ ୨୮୭ ରନର ବିଜୟ ଲକ୍ଷ୍ୟ

ଦ. ଆଫ୍ରିକା ୨୫୮ରେ ଅଲଆଉଟ୍, ଭାରତ ୨୮୭ ରନର ବିଜୟ ଲକ୍ଷ୍ୟ

0

ଦ୍ଵିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ପାଳିରେ ୨୫୮ ରନରେ ଅଲଆଉଟ୍ ହୋଇଛି। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ସମ୍ମୁଖରେ ୨୮୭ ରନର ବିଜୟ ଲକ୍ଷ୍ୟ ମିଳିଛି। ଦ୍ଵିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏବି ଡିଭିଲିୟର୍ସ ସର୍ବାଧିକ  ୮୦ ରନର ପାଳି ଖେଳିଛନ୍ତି। ଏହା ସହିତ ଅଧିନାୟକ ଫାଫ ଡୁପ୍ଲେସିସ ୪୮ ରନର ପାଳି ଖେଳିଛନ୍ତି। ଭାରତ ପକ୍ଷରୁ  ଶାମି ୪୯ ରନରେ ସର୍ବାଧିକ ୪ଟି ସଫଳତା ପାଇଛନ୍ତି। ବୁମରାଙ୍କୁ ମଧ୍ୟ ୩ଟି ସଫଳତା ମିଳିଛି। ଏହି ମ୍ୟାଚ୍  ଜିତି ସିରିକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଭାରତର ବ୍ୟାଟସମ୍ୟାନକୁ ଧୈର୍ୟ୍ୟର ସହ ବ୍ୟାଟିଂ କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here