Home Uncategorized ନବୀନଙ୍କୁ ଭେଟିଲେ ମେନକା

ନବୀନଙ୍କୁ ଭେଟିଲେ ମେନକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି  । ଓଡିଶା ଭବନରେ ନବୀନ ଓ ମେନକାଙ୍କ ମଧ୍ୟରେ ଆଲୋଚନା ହୋଇଛି ।