Home Uncategorized ନାଲ୍‌କୋ କର୍ମଚାରୀଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ

ନାଲ୍‌କୋ କର୍ମଚାରୀଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ

0

ଅନୁଗୁଳ- ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣକୁ ବିରୋଧ କରି ଅନୁଗୁଳସ୍ଥିତ ନାଲ୍‌କୋ ସ୍କେଲଟର୍‌ ଓ ସିପିପି ଆଗରେ  କର୍ମଚାରୀମାନେ ଧାରଣାରେ ବସିଛନ୍ତି ।  ନାଲ୍‌କୋ କର୍ମଚାରୀମାନେ ଦିନିକିଆ ଧାରଣାରେ ବସିଛନ୍ତି । ନାଲ୍‌କୋ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ସବୁ ଟ୍ରେଡ୍‌ ୟୁନିୟନ ଓ ଠିକା କର୍ମଚାରୀମାନେ ସାମିଲ୍ ହୋଇଛନ୍ତି।  ସରକାର ନାଲ୍‌କୋରୁ ୧୦% ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନା କରୁଥିବାରୁ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି । ନାଲ୍‌କୋ ଅଫିସର୍ସ ଆସାସିଏସନ୍ ମଧ୍ୟ ଆନ୍ଦୋଳନରେ ସାମିଲ୍ ହୋଇଛି।

LEAVE A REPLY

Please enter your comment!
Please enter your name here