Home Uncategorized ନିଆଳିରେ ଅଜଣା ଜନ୍ତୁ ଆତଙ୍କ ଜାରି, ପୁଣି ୪ ମେଣ୍ଢା ମାରିଲା ଜଙ୍ଗଲୀ ଜୀବ

ନିଆଳିରେ ଅଜଣା ଜନ୍ତୁ ଆତଙ୍କ ଜାରି, ପୁଣି ୪ ମେଣ୍ଢା ମାରିଲା ଜଙ୍ଗଲୀ ଜୀବ

0
କଟକ: ନିଆଳିରେ ଥମୁନି ଅଜଣା ଜନ୍ତୁର ଆତଙ୍କ । ବନ ବିଭାଗ ଓ ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ମେଣ୍ଢା ମାରୁଥିବା ଜନ୍ତୁକୁ ଠାବ କରାଯାଇ ପାରୁନାହିଁ ।  ଗତକାଲି ରାତିରେ ବିଳାଶୁଣି ପଞ୍ଚାୟତ କୁଳଦହିଜଙ୍ଗ ଗାଁରେ  ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ କୁଳଦହିଜଙ୍ଗ ଗାଁର ଶରତ ଭୋଇଁଙ୍କ ଗୁହାଳରେ ମେଣ୍ଢାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।